ଏଚଡିଏଫସି ଏଗ୍ରୋ ଜେନେରାଲ ଇନ୍ସୁରାନ୍ସ କମ୍ପାନୀ, ନିଜ କ୍ଷେତ୍ର ରେ ଭାରତର ତୃତୀୟ ସବୁଠାରୁ ବଡ଼ ଅଣ-ଜୀବନ ବୀମା ପ୍ରଦାତା, ଓଡିଶା ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମଏଫବିୱାଇ)କୁ ୠଣୀ ଓ ଅଣ-ୠଣୀ କୃଷକଙ୍କ ପାଇଁ ଲାଗୁ କରିବା ନିମନ୍ତେ ଦେଓଗଡ, କଳାହାଣ୍ଡି, କେନ୍ଦ୍ରାପଡ଼ା, ମୟୁରଭଞ୍ଜ, ନବରଙ୍ଗପୁର, ପୁରୀ, ସୁବର୍ଣ୍ଣପୁର ଏବଂ ଗଂଜାମ ଜିଲ୍ଲାମାନଙ୍କରେ ରେ ଅଧିକୃତ କରା ଯାଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ମଧ୍ୟରେ, ସମସ୍ତ ଉତ୍ପାଦ ର କୃଷି ବିଭାଗ, ଓଡିଶା ସରକାରଙ୍କ ଦ୍ୱାରା ଅନୁମୋଦିତ କରାଯାଇଛି।
ଅଧିସୂଚିତ ଜିଲ୍ଲା ରେ ଅଧିସୂଚିତ ଫସଲଗୁଡିକର ନିୟମ ଅନୁସାରେ ଅଟେ:
ଭାଗଚାଷୀ ଏବଂ ଠିକା ଚାଷୀଙ୍କ ସମେତ ସମସ୍ତ କୃଷକ ଅଧିସୂଚିତ କ୍ଷେତ୍ର ଗୁଡ଼ିକରେ ଅଧିସୂଚିତ ଫସଲ ଉପାର୍ଜନ କରାବା ପାଇଁ ବୀମା ରାଶି ପାଇବାକୁ ହକଦାର ଅଟନ୍ତି |
ଅଧିସୂଚିତ ଫସଲ (ଗୁଡ଼ିକ) ପାଇଁ ବିତ୍ତୀୟ ସଂସ୍ଥାନ (ଅର୍ଥାତ୍ ଋଣ ନେଇଥିବା କୃଷକ) ଗୁଡ଼ିକରୁ ଋତୁ ଅନୁଯାୟୀ ହେଉଥିବା କୃଷି ସଂଚାଳନ (ଏସଏଓ) ଋଣ ପ୍ରାପ୍ତ କରିଥିବା ସମସ୍ତ କୃଷକଙ୍କୁ ଅନିବାର୍ଯ୍ୟ ଭାବେ ଅନ୍ତର୍ଭୂକ୍ତ କରାଯିବ | ସମସ୍ତ ଋଣଦାତା କୃଷକଙ୍କ ପାଇଁ ଯୋଜନାର ବ୍ୟବସ୍ଥା ଅନୁଯାୟୀ ବୀମା ରାଶି ଉପରେ ଜୋର ଦେବା ଅନିବାର୍ଯ୍ୟ ଅଟେ |
ଏହି ଯୋଜନା ଋଣ ନେଇନଥିବା ଚାଷୀ ଏବଂ କୃଷକଙ୍କୁ ପିଏମଏଫବିୱାଇ ଅନୁଯାୟୀ କୌଣସି ବି ଅଧିସୂଚିତ ବୀମା ଏକକରୁ କୌଣସି ବି ଅଧିସୂଚିତ ଫସଲ ବୀମାର ଲାଭ ଉଠାଇବା ପାଇଁ ବୈକଳ୍ପିକ ଅଟେ |ଅନ୍ତିମ ତାରିଖ ମଧ୍ୟରେ କମ୍ପାନୀର ନିକଟତମ ବ୍ୟାକ ଶାଖା/ପିଏସିଏସ/ଅଧିକୃତ ଚ୍ୟାନେଲ ପାର୍ଟନର/ ବୀମା ମଧ୍ୟସ୍ଥଙ୍କ ସହିତ ସମ୍ପର୍କ କରି ପାରିବେ | ନିର୍ଦ୍ଧାରିତ ଫର୍ମକୁ ସମ୍ପୂର୍ଣ୍ଣ ଭାବେ ଭରନ୍ତୁ, ଫର୍ମ ଜମା କରନ୍ତୁ ଏବଂ ବ୍ୟାଙ୍କ ଶାଖା/ବୀମା ମଧ୍ୟସ୍ଥ/ସିଏସସି କେନ୍ଦ୍ର ଗୁଡ଼ିକରେ ନିର୍ଦ୍ଧାରିତ ପ୍ରିମିୟମ୍ ଜମା କରନ୍ତୁ, ତା ସହିତ ଆବଶ୍ୟକ ଦସ୍ତାବିଜ ସହିତ ଭୂମି/ଫସଲ ଜମିରେ ନିଜର ବୀମା ଯୋଗ୍ୟ ସୁଧ (ଯେପରିକି, ମାଲିକାନା/ଭଡ଼ା/ଚାଷ ଅଧିକାର) ବାବଦରେ ବୀମା ପାଇଁ ଆବଶ୍ୟକ ଦସ୍ତାବିଜ ସାକ୍ଷ ପ୍ରସ୍ତୁତ କରନ୍ତୁ |
1. ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କଣ ଅଟେ ?
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କୃଷକଙ୍କୁ ଅନିଶ୍ଚିତତା ଏବଂ ପ୍ରତିକୂଳ ପରିବେଶ କାରଣରୁ ହେବାକୁ ଥିବା କ୍ଷୟକ୍ଷତିରୁ ସୁରକ୍ଷା ପ୍ରଦାନ କରିଥାଏ, ଯେଉଁଠି ଜମିରେ ଫସଲ ନଷ୍ଟ ହୋଇଥାଏ |
2. କେଉଁ କାରଣରୁ ଫସଲ ପ୍ରଭାବିତ ହୋଇଥାଏ ଏବଂ ବିପଦକୁ ବୀମାରାଶି ବିସ୍ତାରିତ ହୋଇଥାଏ?
ପ୍ରାକୃତିକ ବିପତ୍ତି, କୀଟଙ୍କ ଆକ୍ରମଣ ଏବଂ ଜଳବାୟୁ ପରିବର୍ତ୍ତନରୁ କଷ୍ଟ ଯେପରିକି ଅଧିକ ଅବା କମ୍ ବର୍ଷା, ଅଧିକ ଅବା କମ୍ ତାପମାତ୍ରା, ଆଦ୍ରତା, ଥଣ୍ଡା, ଜୋରରେ ପବନ ବୋହିବା ଇତ୍ୟାଦି |
3. ଦାବିର ମୂଲ୍ୟାଙ୍କନ କିପରି କରା ଯାଇଥାଏ ?
କ. ଯଦି ବୀମାକୃତ ଋତୁ ପାଇଁ ବୀମା ଏକକ (ଶସ୍ୟକାଟ ପରୀକ୍ଷଣର ଉପେକ୍ଷିତ ସଂଖ୍ୟାର ଆଧାର ଉପରେ ଗଣନା) ଲାଗି ପ୍ରତି ହେକ୍ଟର ବୀମାକୃତ ଫସଲକୁ ବାସ୍ତବିକ ଉପାର୍ଜନ, ନିର୍ଦ୍ଦିଷ୍ଟ ଦ୍ୱାରସୀମା ଉତ୍ପାଦଠାରୁ କମ୍ ହୋଇଥାଏ, ତେବେ ସେହି ପରିଭାଷିତ କ୍ଷେତ୍ର ଏବଂ ଫସଲରେ ସମସ୍ତ ବୀମାକୃତ କୃଷକ ମାନେ କମ୍ ଉତ୍ପାଦନର ସାମ୍ନା କରିଥାନ୍ତି |
‘ନିମ୍ନଲିଖିତ ସୂତ୍ର ଅନୁଯାୟୀ ଦାବିର ଗଣନା କରା ଯାଇଥାଏ :
(ପ୍ରତ୍ୟାଭୂତ ଉତ୍ପାଦ – ପ୍ରକୃତ ଉତ୍ପାଦ) ——————————————— X ବୀମା ରାଶି
ପ୍ରତ୍ୟାଭୂତ ଉତ୍ପାଦ ଯେଉଁଠି, ଅଧିସୂଚିତ ବିମା ଏକକରେ କେବଳ ଗୋଟିଏ ଫସଲ ପାଇଁ ପ୍ରତ୍ୟାଭୂତ ଉତ୍ପାଦ (ଟିଇ) ସେହି ଫସଲ ପାଇଁ ଲାଗୁ ହୋଇଥିବା କ୍ଷତିପୂରଣ ସ୍ତରଠାରୁ ଗୁଣା ଯାଇଥିବା ସେହି ଋତୁର ଗତ ସାତ ବର୍ଷର ସର୍ବଶ୍ରେଷ୍ଠ 5ବର୍ଷର ଶତକଡ଼ା ଉତ୍ପାଦନ ଅଟେ |
ଖ. କେନ୍ଦ୍ର ଏବଂ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରୁ ପ୍ରିମିୟମ ସରକାରୀ ସାହାର୍ଯ୍ୟ ବୀମା କମ୍ପାନୀ ଦ୍ୱାରା ସେହି ଋତୁ ପାଇଁ ପ୍ରାପ୍ତ ହେଲା ପରେ କୃଷକଙ୍କ ଦାବିର ମୁକାବିଲା ଆରମ୍ଭ ହେବ | ବୀମା କମ୍ପାନୀ ଦ୍ୱାରା ସେହି ଋତୁ ପାଇଁ ପ୍ରାପ୍ତ କରା ଯାଇଥାଏ |
ଗ. ସମ୍ବନ୍ଧିତ ବୀମା କମ୍ପାନୀ ଗୁଡ଼ିକରୁ ଦାବି ରାଶି ପତ୍ର ପ୍ରାପ୍ତ କରିବା ପରେ, ଆର୍ଥିକ ଅନୁଷ୍ଠାନ/ବ୍ୟାଙ୍କ ଗୁଡ଼ିକୁ ୧ ସପ୍ତାହ ମଧ୍ୟରେ ଲାଭାର୍ଥୀ କୃଷକ ଖାତାରେ ଦାବି କରା ଯାଇଥିବା ରାଶି ପଠାଇବା ଉଚିତ ଏବଂ ୭ ଦିନ ମଧ୍ୟରେ ଶାଖା କାର୍ଯ୍ୟାଳୟରେ ଲାଭାର୍ଥୀଙ୍କୁ ସମସ୍ତ ବିବରଣ ପ୍ରଦର୍ଶନ କରାଯିବା ଉଚିତ ଏବଂ ବୀମା କମ୍ପାନୀ ଗୁଡ଼ିକୁ ସତ୍ୟପ୍ରମାଣ ଏବଂ ସରକାରୀସ୍ତରୀୟ ହିସାବ ସମୀକ୍ଷା ପାଇଁ ଉପଯୁକ୍ତ ପ୍ରମାଣପତ୍ର ସମ୍ପର୍କିତ ରିପୋର୍ଟ ପଠାଯିବା ଉଚିତ |
ଘ. ନିଜ ଇଚ୍ଛା ଆଧାରରେ ଯଥା ମଧ୍ୟସ୍ଥଙ୍କ ମାଧ୍ୟମରେ ବିସ୍ତାରିତ କରି ଯାଇଥିବା କୃଷକଙ୍କ କ୍ଷେତ୍ରରେ, ଦେୟ ରାଶିକୁ ସିଧାସଳଖ ବୀମା କମ୍ପାନୀ ଦ୍ୱାରା ଦାବି ବିବରଣର ସୂଚନା ସହିତ ବ୍ୟକ୍ତିଗତ କୃଷକ ଖାତାରେ ଜମା କରାଯିବ |
ରାଜ୍ୟ ସ୍ତରୀୟ ଜିଲା ସମନ୍ଵୟାକ:
ରାଜ୍ୟ | ଜିଲ୍ଲା ର ନାମ | ସମ୍ପର୍କ କରିବା ବ୍ୟକ୍ତିଙ୍କର ନାମ | ଠିକଣା | ସମ୍ପର୍କ କରିବା ବ୍ୟକ୍ତିଙ୍କର ମୋବାଇଲ ନମ୍ବର |
---|---|---|---|---|
ଓଡିଶା | ଦେଓଗଡ | ସୁଧାଂଶୁ ଗୋଛାୟତ | ଗୁପ୍ତା ପ୍ୟାଲେସ ର ୧ମ ମହଲା,ପ୍ଲଟ ନଂ. ୩୨୪/୪୦୮, ପୁର୍ନଗଡ଼, ନିଅର ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ, ଖାତା ୬୦/୩୬, ଦେଓଗଡ-୭୬୮୧୧୯ | ୭୩୮୨୦୮୪୫୯୬ |
ଓଡିଶା | କଳାହାଣ୍ଡି | ଅର୍ଜୁନ ବେହେରା | ଜୟ ମହାବୀର କଂପ୍ଲେକ୍ସ ର ୩ୟ ମହଲା, ଖାତା ନଂ-୯୧/୨୭୯, ନାକଟିଗୁଡା ଚଉକ, ଜୁନାଗଡ ରୋଡ଼, ଭବାନୀପାଟଣା, ଜିଲ୍ଲା – କଳାହାଣ୍ଡି, ଓଡିଶା-୭୬୬୦୦୧ | ୭୦୦୮୨୦୩୪୪୬ |
ଓଡିଶା | କେନ୍ଦ୍ରାପଡା | କୁମାର ଶାଶ୍ୱତ | ୩ୟ ମହଲା,ପ୍ଲଟ ନଂ ୪୧୨, ଖାତା ନଂ ୬୩୧/୨୪, ମାରାୟାରୀ ପାଟି, ପୁରୁଣା ବସଷ୍ଟାଣ୍ଡ ନିକଟ କେନ୍ଦ୍ରାପଡ଼ା-୭୫୪୨୧୧ | ୯୮୨୬୯୦୦୫୪୯ |
ଓଡିଶା | ମୟୁରଭଞ୍ଜ | ରଶ୍ମି ରଞ୍ଜନ ବିହାରୀ | ତଳ ମହଲା, ନିଅର ଦୁର୍ଗା ନର୍ସିଙ୍ଗ ହୋମ, ହେମସାଗର ପୋଖର୍ଡ଼ି, ପୋ- ବାରିପଦା ମେନ,ଜିଲ୍ଲା- ମୟୁରଭଞ୍ଜ ପିନ - ୭୫୭୦୦୧ | ୭୩୮୨୦୪୪୦୫୯ |
ଓଡିଶା | ନବରଙ୍ଗପୁର | ଶ୍ରାବଣ କୁମାର | ତଳ ମହଲା,ପୂଜାରୀ ଷ୍ଟ୍ରୀଟ, ନବରଙ୍ଗପୁର - ୭୬୪୦୫୯ | ୮୫୫୮୮୨୭୨୦୮ |
ଓଡିଶା | ପୁରୀ | ମନୋଜ କୁମାର ପାତ୍ର | ୧ମ ମହଲା,ପ୍ଲଟ ନଂ ୮୦୦, ଖାତା ନଂ ୭୦, ସର୍ବୋଦୟ ନଗର, ପୁରୀ ଷ୍ଟେସନ ରୋଡ଼, ବସ ଷ୍ଟାଣ୍ଡ ନିକଟ, ଓଡିଶା-୭୫୨୦୦୨ | ୮୯୮୪୫୫୬୭୭୪ |
ଓଡିଶା | ସୁବର୍ଣପୁର (ସୋନପୁର) | କୀର୍ତ୍ତି ଅନୁରାଗ ମହାନ୍ତି | ୨ୟ ମହଲା, ମଝି ପଡା, ନିଅର ଡେଲି ମାର୍କେଟ, ସୋନପୁର, ଓଡିଶା ୭୬୭୦୧୭ | ୯୪୩୯୨୫୬୭୧୭ |
ଓଡିଶା | ଗଂଜାମ | ସୁଶାନ୍ତ ଭୂୟାଁ | ୧ମ ମହଲା, ଶୁଭମ ସାଇ ଆର୍କେଡ଼, ଖଲାସାହି, ଟ୍ରେକର ଷ୍ଟାଣ୍ଡ ସାମ୍ନା, ବ୍ରହ୍ମପୁର - ୭୬୦୦୦୧ | ୭୩୮୨୦୪୪୭୮୭ |
ରାଜ୍ୟ ସ୍ତରୀୟ ଜିଲା ସମନ୍ଵୟାକ

किसी भी प्रकार की अन्य जानकारी के लिए हमारे समर्पित कॉल सेंटर नंबर @ 1800 266 0700 अथवा ऊपर दिए गए राज्य स्तरीय जिला समन्वयक से संपर्क करें।