ଏ ଚ ଡି ଏଫ୍ ସି ଏରଗୋ ଜେନେରାଲ ଇଁସୁରାନ୍ସ କମ୍ପାନୀ, ବେସରକାରୀ କ୍ଷେତ୍ର ରେ ଭାରତ ର ତୃତୀୟ ସର୍ବ ବୃହତ୍ତମ ଅଣ- ଜୀବନ ବୀମା ପ୍ରଦାନକାରୀ ସଂସ୍ଥା । ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପି ଏମ ଏଫ୍ ବି ଆଇ) ୠଣୀ ଓ ଅଣ-ୠଣୀ ଚାଷୀ ମାନଙ୍କ ପାଇଁ ବରଗଡ ଜିଲ୍ଲା, ଭଦ୍ରକ, ଦେବଗଡ଼, ଗଜପତି, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ନବରଙ୍ଗପୁର ଜିଲ୍ଲାରେ ତାଲିକାଭୁକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନ୍ତର୍ଭୁକ୍ତ ସବୁ ଫସଲ କୁ ଓଡ଼ିଶା ସରକାର କୃଷି ବିଭାଗ ପକ୍ଷରୁ ଅନୁମୋଦିତ କରାଯାଇଛି ।
ଅଧିସୁଚିତ ଜିଲ୍ଲା ରେ ଅଧିସୁଚିତ ଫସଲ ନିମ୍ନ ଅନୁସାରେ :
ସ୍କିମର ବୈଶିଷ୍ଟ୍ୟ
1. ଏହି ଯୋଜନା ସମସ୍ତ କୃଷକଙ୍କୁ ସେମାନଙ୍କ ଫସଲ ବୀମା କଭରେଜ୍ ପ୍ରଦାନ କରିଥାଏ। ଯାହା ରାଜ୍ୟ ସରକାରଙ୍କ ଦ୍ୱାରା ସୂଚୀତ କରାଯାଇଛି।
କଭରେଜ୍ ପାଇଁ ବିଜ୍ଞାପିତ ଅଞ୍ଚଳରେ ସୂଚୀତ ଫସଲ ବୃଦ୍ଧି ଉଦ୍ଦେଶ୍ୟରେ ସବୁ କୃଷକଙ୍କ ସହିତ ଭାଗଚାଷୀ ଓ ଭଡ଼ାରେ ଚାଷ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଏଥିପାଇଁ ଯୋଗ୍ୟ ହୋଇପାରିବେ।
1. ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା କଣ ଅଟେ ?
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ହେଉଛି କୃଷକମାନଙ୍କର ଫସଲରେ ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରତିକୂଳ ଜଳବାୟୁ କାରଣରୁ ଦେଖା ଦେଉଥିବା ସେମାନଙ୍କ କ୍ଷେତ ଫସଲ ସୁରକ୍ଷା କରିବା
2. ଫସଲ କ୍ଷତିଗ୍ରସ୍ତ ହେବା ପଛରେ କଣ କାରଣ ରହେ ଓ କେଉଁ ଆପଦ ଗୁଡ଼ିକୁ କଭର କରାଯାଇଥାଏ?
ପ୍ରାକୃତିକ ବିପର୍ଯ୍ୟୟ, କୀଟ ଆକ୍ରମଣ ଓ ଜଳବାୟୁ ପରିବର୍ତ୍ତନ ଯଥା ଅତ୍ୟଧିକ ବର୍ଷା କିମ୍ବା ଜଳାଭାବ, ଅତ୍ୟଧିକ ତାପମାତ୍ରା କିମ୍ବା ତାପମାତ୍ରା ଅଭାବ, ଆର୍ଦ୍ରତା, କରକାପାତ, ଝଡ଼ ତୋଫାନ ଇତ୍ୟାଦି।
3. ଦାବୀକୁ କିପରି ଆକଳନ କରାଯାଏ ?
କ. ବୀମା ୟୁନିଟ୍ ପାଇଁ ବୀମିତ ଫସଲର ହେକ୍ଟର ପ୍ରତି ପ୍ରକୃତ ଅମଳ (ଆବଶ୍ୟକ ନମ୍ବର ସିସିଇ ଆଧାରରେ ହିସାବ କରାଯାଇଥାଏ) ବୀମାଭୁକ୍ତ ଋତୁରେ ନିର୍ଦ୍ଦିଷ୍ଟ ସୀମାର ଅଭାବ ହୋଇଥିଲେ ସେହି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏବଂ ଫସଲରେ ସବୁ ବୀମାଭୁକ୍ତ କୃଷକମାନେ ଏହାଦ୍ବାରା ପ୍ରଭାବିତ ହୋଇଥାନ୍ତି।
ନିମ୍ନଲିଖିତ ସୂତ୍ର ଅନୁସାରେ ଦାବୀକୁ ହିସାବ କରାଯିବ
(ଥ୍ରେସହୋଲ୍ଡ ଅମଳ – ପ୍ରକୃତ ଅମଳ) x ବୀମା ଅର୍ଥ ଥ୍ରେସହୋଲ୍ଡ ଅମଳ
ଯେଉଁଠାରେ ଏକ ବିଜ୍ଞାପିତ ବୀମା ୟୁନିଟରେ ଗୋଟିଏ ଫସଲ ପାଇଁ ଥ୍ରେସହୋଲ୍ଡ ଅମଳ (ଟିୱାଇ) ହେଉଛି ସେହି ଫସଓଲର ପ୍ରଯୁଜ୍ୟ
କ୍ଷତି ପୂରଣ ସ୍ତର ଦ୍ବାରା ସେହି ଋତୁର ଗତ 7 ବର୍ଷ ଠାରୁ ସର୍ବୋତ୍ତମ 5 ବର୍ଷର ହାରାହାରି ଅମଳ। ମାଭୁକ୍ତ କୃଷକମାନେ ଏହାଦ୍ବଲର ପ୍ରଯୁଜ୍ୟ କ୍ଷତି ପୂରଣ ସ୍ତର ଦ୍ୱାରା ଗୁଣିତକ ସେହି ଫସଲର ଋତୁର ଗତ 7 ବର୍ଷ ଠାରୁ ସର୍ବୋତ୍ତମ 5 ବର୍ଷର ହାରାହାରି ଅମଳ।
ଖ. ବୀମା କମ୍ପାନୀ ଦ୍ୱାରା ଋତୁ ପାଇଁ କେନ୍ଦ୍ର ଓ ରାଜ୍ୟ /କେନ୍ଦ୍ର ଶାସିତ ସରକାରଙ୍କ ଠାରୁ ପ୍ରିମିୟମ ସବ୍ସିଡି ଗ୍ରହଣ କରାଯାଇଥିବା ଠାରୁ ଥରେ ପ୍ରିମିୟମ ସବ୍ସିଡି ଆରମ୍ଭ ହେବା ପର୍ଯ୍ୟନ୍ତ କୃଷକମାନଙ୍କ ପାଇଁ ଏହି ଦାବୀ ସମାଧାନ ବ୍ୟବସ୍ଥା ଲାଗୁ ରହିବ।
ଗ. ସଂପୃକ୍ତ ବୀମା କମ୍ପାନୀ ଗୁଡ଼ିକରୁ ଦାବୀ ରାଶି ପାଇବା ପରେ, ଆର୍ଥିକ ପ୍ରତିଷ୍ଠାନ / ବ୍ୟାଙ୍କ ଗୁଡ଼ିକ ହିତାଧିକାରୀ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ତାଙ୍କର ଦାବୀ ପରିମାଣକୁ ଏକ ସପ୍ତାହ ମଧ୍ୟରେ ପଠାଇବା ଉଚିତ୍ ଏବଂ ୭ ଦିନ ମଧ୍ୟରେ ଶାଖା କାର୍ଯ୍ୟାଳୟରେ ହିତାଧିକାରୀଙ୍କ ସମ୍ପୂର୍ଣ୍ଣ ବିବରଣୀ ପ୍ରଦର୍ଶନୀ କରିବେ ଓ ବୀମା କମ୍ପାନୀ ଗୁଡ଼ିକୁ ରିପୋର୍ଟ ପଠାଇବା ଉଚିତ୍। ଏଥି ସହିତ ଯାଞ୍ଚ ଓ ଅଡିଟ୍ ପାଇଁ ଉପଯୋଗୀ ପ୍ରମାଣ ପତ୍ର ଦେବା ଆବଶ୍ୟକ।
ଘ. ଅଣଋଣୀ କୃଷକମାନଙ୍କ ପାଇଁ କଭର ଯାହା ମଧ୍ୟସ୍ଥିଙ୍କ ଜରିଆରେ ହୋଇଥାଏ ସେହି କ୍ଷତି ଗୁଡ଼ିକ ପ୍ରଦାନ କୁ ବୀମା କମ୍ପାନୀ ଦ୍ୱାରା ଦାବୀର ବିବରଣୀ ସୂଚନା ପ୍ରାପ୍ତ ହେବା ପରେ ସିଧାସଳଖ ଭାବରେ ଚାଷୀଙ୍କ ଆକାଉଣ୍ଟରେ ପୈଠ କରିଦିଆଯିବ।
ରାଜ୍ୟ ସ୍ତରୀୟ ଜିଲା ସମନ୍ଵୟାକ:
ରାଜ୍ୟ | ଜିଲ୍ଲା ର ନାମ | ସମ୍ପର୍କ କରିବା ବ୍ୟକ୍ତିଙ୍କର ନାମ | ଠିକଣା | ସମ୍ପର୍କ କରିବା ବ୍ୟକ୍ତିଙ୍କର ମୋବାଇଲ ନମ୍ବର |
---|---|---|---|---|
ଓଡ଼ିଶା | ବରଗଡ | ଅନ୍ତର୍ଜ୍ୟାମୀ ନାୟକ | ଏଚ୍ ଡି ଏଫ ସି ଏରଗୋ ଜେନେରାଲ ଇଂସୁରାନ୍ସ, ରୁଦ୍ର ପ୍ଲାଜା କମ୍ପ୍ଲେକ୍ସ , ଆଟ/ପୋ - ବରଗଡ, ଜାମୁରଦା ରୋଡ , ଜିଲ୍ଲା- ବରଗଡ, ରାଜ୍ୟ- ଓଡ଼ିଶା , ପିନ- ୭୬୮୦୨୮ | 7304528779 |
ଓଡ଼ିଶା | ବରଗଡ | ଆଶିଷ ପ୍ରଧାନ | ଏଚ୍ ଡି ଏଫ ସି ଏରଗୋ ଜେନେରାଲ ଇଂସୁରାନ୍ସ, ରୁଦ୍ର ପ୍ଲାଜା କମ୍ପ୍ଲେକ୍ସ , ଆଟ/ପୋ - ବରଗଡ, ଜାମୁରଦା ରୋଡ , ଜିଲ୍ଲା- ବରଗଡ, ରାଜ୍ୟ- ଓଡ଼ିଶା , ପିନ- ୭୬୮୦୨୮ | 6372330446 |
ଓଡ଼ିଶା | ବରଗଡ | ଜ୍ୟୋତି ଶତପଥୀ | ଏଚ୍ ଡି ଏଫ ସି ଏରଗୋ ଜେନେରାଲ ଇଂସୁରାନ୍ସ, ରୁଦ୍ର ପ୍ଲାଜା କମ୍ପ୍ଲେକ୍ସ , ଆଟ/ପୋ - ବରଗଡ, ଜାମୁରଦା ରୋଡ , ଜିଲ୍ଲା- ବରଗଡ, ରାଜ୍ୟ- ଓଡ଼ିଶା , ପିନ- ୭୬୮୦୨୮ | 9937988414 |
ଓଡ଼ିଶା | ବରଗଡ | ପାଣ୍ଡବ କୁମାର | ଏଚ୍ ଡି ଏଫ ସି ଏରଗୋ ଜେନେରାଲ ଇଂସୁରାନ୍ସ, ରୁଦ୍ର ପ୍ଲାଜା କମ୍ପ୍ଲେକ୍ସ , ଆଟ/ପୋ - ବରଗଡ, ଜାମୁରଦା ରୋଡ , ଜିଲ୍ଲା- ବରଗଡ, ରାଜ୍ୟ- ଓଡ଼ିଶା , ପିନ- ୭୬୮୦୨୮ | ୭୯୮୭୨୭୬୭୫୧/୮୮୧୯୦୮୯୨୨୨ |
ଓଡ଼ିଶା | ଭଦ୍ରକ | ରାଜେଶ୍ ଗୁପ୍ତା | ଏଚ୍ ଡି ଏଫ ସି ଏରଗୋ ଜେନେରାଲ ଇଂସୁରାନ୍ସ,, c/o- ଦେବବ୍ରତ ମହାନ୍ତି , ଠିକଣା- ବେଗୁରାଇ , ବାଉତପୂର୍ ବ୍ରିଜ ଏସ ବି ଆଇ ଏ ଟି ଏମ୍ ପାଖରେ , ଜିଲ୍ଲା - ଭଦ୍ରକ , ପିନ - ୭୫୬୧୮୧, ରାଜ୍ୟ- ଓଡ଼ିଶା | 8533067990 |
ଓଡ଼ିଶା | ଦେଓଗଡ | ସନ୍ତୋଷ ଦାସ୍ | ପ୍ରଥମ ମହଲା, ଗୁପ୍ତା ପ୍ୟାଲେସ୍, ପ୍ଲଟ୍ ନଂ -୩୨୪ / ୪୦୮, ପୁର୍ନୋଗଡ, ଇନ୍ଡିୟାନ୍ ଅୟେଲ୍ ପେଟ୍ରୋଲ ପମ୍ପ ନିକଟରେ, ଖାତା ୬୦/୩୬, ଦେଓଗଡ, ୭୬୮୧୦୮ | 9583880690 |
ଓଡ଼ିଶା | ଜଗତସିଂହପୁର | ଅଭିନାଶ ବେହେରା | ପ୍ରଥମ ମହଲା, ପ୍ଲଟ୍ ନଂ -୧୮୦୫, ପାନିସାଲିଆ, ସରକାରୀ ହୋମିଓପାଥି ହସ୍ପିଟାଲ ସମ୍ମୁଖରେ, କାନାରା ବ୍ୟାଙ୍କ ନିକଟରେ, ଜଗସିଂହପୁର, ୭୫୪୧୦୩ | 7504120024 |
ଓଡ଼ିଶା | ଯାଯପୁର | ଅବନେନ୍ଦ୍ର ସିଂ | ଏଚ୍ ଡି ଏଫ ସି ଏରଗୋ ଜେନେରାଲ ଇଂସୁରାନ୍ସ,, ଜଗନ୍ନାଥ ମନ୍ଦିର ପାଖରେ , ଜିଲ୍ଲା- ଯାଜପୁର , ରାଜ୍ୟ- ଓଡ଼ିଶା , ପିନ- ୭୫୫୦୦୧ | 7008052042 |
ଓଡ଼ିଶା | କେନ୍ଦ୍ରାପଡ଼ା | ବିକାଶ୍ ଖୁଶ୍ୱା | ପ୍ଲଟ୍ ନଂ-୧୪୦୦, ଗରପୁର, କପାଲେଶ୍ୱର, କାଳୀ ମନ୍ଦିର ନିକଟରେ, କେନ୍ଦ୍ରାପଡ଼ା, ୭୫୪୨୧୧ | 9136435058 |
ଓଡ଼ିଶା | ମୟୁରଭଞ୍ଜ | ଗୋଲକ ବିହାରୀ ପଟ୍ଟନାୟକ | ତଳ ମହଲା, ଦୁର୍ଗା ନର୍ସିଂହୋମ ନିକଟରେ, ହେମ ସାଗର ପୋଖରୀ, ପୋ-ବାରିପଦା, ମୟୁରଭଞ୍ଜ, ୭୫୭୦୦୧ | 8658666966 |
ଓଡ଼ିଶା | ନବରଙ୍ଗପୁର | ସୁକାନ୍ତ ବାରିକ୍ | ତଳ ମହଲା, ପୁଜାରୀ ରାସ୍ତା, ନବରଙ୍ଗପୁର, ୭୬୪୦୫୯ | 8114965057 |
ଓଡ଼ିଶା | ଗଜପତି | ଅତୁଲ୍ ନାମଦେଓ | ବିନାୟକ କମ୍ପ୍ଲେକ୍ସ, ଦ୍ୱିତୀୟ ମହଲା, ଗଜପତି ଷ୍ଟାଡିୟମ ବିପରୀତ, ଗଜପତି, ୭୬୧୨୦୦ | 9827727198 |
ରାଜ୍ୟ ସ୍ତରୀୟ ଜିଲା ସମନ୍ଵୟାକ

किसी भी प्रकार की अन्य जानकारी के लिए हमारे समर्पित कॉल सेंटर नंबर @ 1800 266 0700 अथवा ऊपर दिए गए राज्य स्तरीय जिला समन्वयक से संपर्क करें।