ଏଚଡିଏଫସି ଏର୍ଗୋ ଜେନେରାଲ ଇନ୍ସୁରାନ୍ସ କମ୍ପାନୀ, ନିଜ କ୍ଷେତ୍ର ରେ ଭାରତର ତୃତୀୟ ସବୁଠାରୁ ବଡ଼ ଅଣ-ଜୀବନ ବୀମା ପ୍ରଦାତା, ଓଡିଶା ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମଏଫବିୱାଇ)କୁ ୠଣୀ ଓ ଅଣ-ୠଣୀ କୃଷକଙ୍କ ପାଇଁ ଲାଗୁ କରିବା ନିମନ୍ତେ ଦେବଗଡ, କେନ୍ଦ୍ରାପଡ଼ା, ମୟୁରଭଂଜ, ନବରଂଗପୁର, ବରଗଡ, ଭଦ୍ରକ , ଗଜପତି, ଜଗତସିଂହପୁର ଏବଂ ଯାଜପୁର ଜିଲ୍ଲାମାନଙ୍କରେ ରେ ଅଧିକୃତ କରା ଯାଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ମଧ୍ୟରେ, ସମସ୍ତ ଉତ୍ପାଦ ର କୃଷି ବିଭାଗ, ଓଡିଶା ସରକାରଙ୍କ ଦ୍ୱାରା ଅନୁମୋଦିତ କରାଯାଇଛି।
ଅଧିସୂଚିତ ଜିଲ୍ଲା ରେ ଅଧିସୂଚିତ ଫସଲଗୁଡିକର ନିୟମ ଅନୁସାରେ ଅଟେ:
ସ୍କିମର ବୈଶିଷ୍ଟ୍ୟ
1. ଏହି ଯୋଜନା ସମସ୍ତ କୃଷକଙ୍କୁ ସେମାନଙ୍କ ଫସଲ ବୀମା କଭରେଜ୍ ପ୍ରଦାନ କରିଥାଏ। ଯାହା ରାଜ୍ୟ ସରକାରଙ୍କ ଦ୍ୱାରା ସୂଚୀତ କରାଯାଇଛି।
କଭରେଜ୍ ପାଇଁ ବିଜ୍ଞାପିତ ଅଞ୍ଚଳରେ ସୂଚୀତ ଫସଲ ବୃଦ୍ଧି ଉଦ୍ଦେଶ୍ୟରେ ସବୁ କୃଷକଙ୍କ ସହିତ ଭାଗଚାଷୀ ଓ ଭଡ଼ାରେ ଚାଷ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଏଥିପାଇଁ ଯୋଗ୍ୟ ହୋଇପାରିବେ।
1. ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା କଣ ଅଟେ ?
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ହେଉଛି କୃଷକମାନଙ୍କର ଫସଲରେ ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରତିକୂଳ ଜଳବାୟୁ କାରଣରୁ ଦେଖା ଦେଉଥିବା ସେମାନଙ୍କ କ୍ଷେତ ଫସଲ ସୁରକ୍ଷା କରିବା
2. ଫସଲ କ୍ଷତିଗ୍ରସ୍ତ ହେବା ପଛରେ କଣ କାରଣ ରହେ ଓ କେଉଁ ଆପଦ ଗୁଡ଼ିକୁ କଭର କରାଯାଇଥାଏ?
ପ୍ରାକୃତିକ ବିପର୍ଯ୍ୟୟ, କୀଟ ଆକ୍ରମଣ ଓ ଜଳବାୟୁ ପରିବର୍ତ୍ତନ ଯଥା ଅତ୍ୟଧିକ ବର୍ଷା କିମ୍ବା ଜଳାଭାବ, ଅତ୍ୟଧିକ ତାପମାତ୍ରା କିମ୍ବା ତାପମାତ୍ରା ଅଭାବ, ଆର୍ଦ୍ରତା, କରକାପାତ, ଝଡ଼ ତୋଫାନ ଇତ୍ୟାଦି।
3. ଦାବୀକୁ କିପରି ଆକଳନ କରାଯାଏ ?
କ. ବୀମା ୟୁନିଟ୍ ପାଇଁ ବୀମିତ ଫସଲର ହେକ୍ଟର ପ୍ରତି ପ୍ରକୃତ ଅମଳ (ଆବଶ୍ୟକ ନମ୍ବର ସିସିଇ ଆଧାରରେ ହିସାବ କରାଯାଇଥାଏ) ବୀମାଭୁକ୍ତ ଋତୁରେ ନିର୍ଦ୍ଦିଷ୍ଟ ସୀମାର ଅଭାବ ହୋଇଥିଲେ ସେହି ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏବଂ ଫସଲରେ ସବୁ ବୀମାଭୁକ୍ତ କୃଷକମାନେ ଏହାଦ୍ବାରା ପ୍ରଭାବିତ ହୋଇଥାନ୍ତି।
ନିମ୍ନଲିଖିତ ସୂତ୍ର ଅନୁସାରେ ଦାବୀକୁ ହିସାବ କରାଯିବ
(ଥ୍ରେସହୋଲ୍ଡ ଅମଳ – ପ୍ରକୃତ ଅମଳ) x ବୀମା ଅର୍ଥ ଥ୍ରେସହୋଲ୍ଡ ଅମଳ
ଯେଉଁଠାରେ ଏକ ବିଜ୍ଞାପିତ ବୀମା ୟୁନିଟରେ ଗୋଟିଏ ଫସଲ ପାଇଁ ଥ୍ରେସହୋଲ୍ଡ ଅମଳ (ଟିୱାଇ) ହେଉଛି ସେହି ଫସଓଲର ପ୍ରଯୁଜ୍ୟ
କ୍ଷତି ପୂରଣ ସ୍ତର ଦ୍ବାରା ସେହି ଋତୁର ଗତ 7 ବର୍ଷ ଠାରୁ ସର୍ବୋତ୍ତମ 5 ବର୍ଷର ହାରାହାରି ଅମଳ। ମାଭୁକ୍ତ କୃଷକମାନେ ଏହାଦ୍ବଲର ପ୍ରଯୁଜ୍ୟ କ୍ଷତି ପୂରଣ ସ୍ତର ଦ୍ୱାରା ଗୁଣିତକ ସେହି ଫସଲର ଋତୁର ଗତ 7 ବର୍ଷ ଠାରୁ ସର୍ବୋତ୍ତମ 5 ବର୍ଷର ହାରାହାରି ଅମଳ।
ଖ. ବୀମା କମ୍ପାନୀ ଦ୍ୱାରା ଋତୁ ପାଇଁ କେନ୍ଦ୍ର ଓ ରାଜ୍ୟ /କେନ୍ଦ୍ର ଶାସିତ ସରକାରଙ୍କ ଠାରୁ ପ୍ରିମିୟମ ସବ୍ସିଡି ଗ୍ରହଣ କରାଯାଇଥିବା ଠାରୁ ଥରେ ପ୍ରିମିୟମ ସବ୍ସିଡି ଆରମ୍ଭ ହେବା ପର୍ଯ୍ୟନ୍ତ କୃଷକମାନଙ୍କ ପାଇଁ ଏହି ଦାବୀ ସମାଧାନ ବ୍ୟବସ୍ଥା ଲାଗୁ ରହିବ।
ଗ. ସଂପୃକ୍ତ ବୀମା କମ୍ପାନୀ ଗୁଡ଼ିକରୁ ଦାବୀ ରାଶି ପାଇବା ପରେ, ଆର୍ଥିକ ପ୍ରତିଷ୍ଠାନ / ବ୍ୟାଙ୍କ ଗୁଡ଼ିକ ହିତାଧିକାରୀ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟରେ ତାଙ୍କର ଦାବୀ ପରିମାଣକୁ ଏକ ସପ୍ତାହ ମଧ୍ୟରେ ପଠାଇବା ଉଚିତ୍ ଏବଂ ୭ ଦିନ ମଧ୍ୟରେ ଶାଖା କାର୍ଯ୍ୟାଳୟରେ ହିତାଧିକାରୀଙ୍କ ସମ୍ପୂର୍ଣ୍ଣ ବିବରଣୀ ପ୍ରଦର୍ଶନୀ କରିବେ ଓ ବୀମା କମ୍ପାନୀ ଗୁଡ଼ିକୁ ରିପୋର୍ଟ ପଠାଇବା ଉଚିତ୍। ଏଥି ସହିତ ଯାଞ୍ଚ ଓ ଅଡିଟ୍ ପାଇଁ ଉପଯୋଗୀ ପ୍ରମାଣ ପତ୍ର ଦେବା ଆବଶ୍ୟକ।
ଘ. ଅଣଋଣୀ କୃଷକମାନଙ୍କ ପାଇଁ କଭର ଯାହା ମଧ୍ୟସ୍ଥିଙ୍କ ଜରିଆରେ ହୋଇଥାଏ ସେହି କ୍ଷତି ଗୁଡ଼ିକ ପ୍ରଦାନ କୁ ବୀମା କମ୍ପାନୀ ଦ୍ୱାରା ଦାବୀର ବିବରଣୀ ସୂଚନା ପ୍ରାପ୍ତ ହେବା ପରେ ସିଧାସଳଖ ଭାବରେ ଚାଷୀଙ୍କ ଆକାଉଣ୍ଟରେ ପୈଠ କରିଦିଆଯିବ।
ରାଜ୍ୟ ସ୍ତରୀୟ ଜିଲା ସମନ୍ଵୟାକ:
ରାଜ୍ୟ | ଜିଲ୍ଲା ର ନାମ | ସମ୍ପର୍କ କରିବା ବ୍ୟକ୍ତିଙ୍କର ନାମ | ଠିକଣା | ସମ୍ପର୍କ କରିବା ବ୍ୟକ୍ତିଙ୍କର ମୋବାଇଲ ନମ୍ବର |
---|---|---|---|---|
ଓଡିଶା | ଗଜପତି | ରାଜେଶ୍ ଗୁପ୍ତା | ବିନାୟକ କମ୍ପ୍ଲେକସ୍ ,୨ୟ ତଳ, ଗଜପତି ସ୍ଟାଦିୟମ୍ ବିପରୀତ,ଗଜପତି, | ୮୪୩୩୯୦୨୧୯୯ |
ଓଡିଶା | ଦେଓଗଡ | ଅବିନାଶ କୁମାର ବେହେରା | ୧ମ ତଳ, ଗୁପ୍ତା ପ୍ୟାଲେସ,ପ୍ଲଟ ନଂ- ୩୨୪/୪୦୮,ପୁର୍ନଗଡ଼,ଇନ୍ଡିଆନ ଅଏଲ୍ ପେଟ୍ରୋଲ ପମ୍ପ ପାଖ,ଖାତା ୬୦/୩୬,ଦେଓଗଡ଼,୭୬୮୧୧୯ | ୭୫୦୪୧୨୦୦୨୪ |
ଓଡିଶା | ମଯୁରଭଂଜ | ରଶ୍ମି ରଂଜନ ବିହାରୀ | ଭୁତଳ, ଦୁର୍ଗା ନର୍ସୀଗଂ ହୋମ୍ ପାଖ, ହେମସାଗର ପୋଖରି,ପୋ.- ବାରିପଦା ମେନ୍, ୭୫୭୦୦୧ | ୭୩୮୧୦୪୪୦୫୯ |
ଓଡିଶା | ଭଦ୍ରକ | ପାଣ୍ଡବ କୁମାର | ୧ମ ତଳ, ଗ୍ରାମ-ବଘୁରାଇ,ପୋ-ମାଧବ ନଗର,ଭଦ୍ରକ ଅଟୋନମଶ୍ କଲେଜ,୭୫୬୧୮୧ | ୮୮୧୯୦୮୯୨୨୨ |
ଓଡିଶା | କେନ୍ଦ୍ରାପ ଡ଼ା | ଶୁଭମ ଆନନ୍ଦ | ପ୍ଲଟ ନଂ-୧୪୦୦, ଗରପୁର,କପାଳେସ୍ୱର, କାଳି ମନ୍ଦିର ପାଖ,କେନ୍ଦ୍ରାପଡ଼ା, ୭୫୪୨୧୧ | ୭୩୦୪୯୭୬୫୦୫ |
ଓଡିଶା | ବରଗଡ଼ | ବିନୟ ଗୁପ୍ତା ପ୍ରକାଶ ଭାର୍ଗବ ଆମିର୍ ଖୁର୍ସିଦ | ୧ମ ତଳ, ପ୍ଲଟ ନଂ-୨୯୦୪/୧୩୦୪୨,ଖାତା ନଂ-୨୪୧୪/୬୭୯୭, ଗଂଗାଧର ନଗର,ଏଇ ମିଶନ୍ ବିଦ୍ୟାଳୟ ପାଖ,ବରଗଡ଼,୭୬୮୦୨୮ | ୮୯୮୦୦୩୪୬୯୬ ୭୪୦୮୩୯୨୩୩୩ ୯୧୩୬୯୭୪୦୦୩ |
ଓଡିଶା | ନବରଂଗପୁର | ଅୱନେନ୍ଦ୍ର ସିଂ | ଭୁତଳ, ପୁଜାରି ମାର୍ଗ,ନବରଂଗପୁର,୭୬୪୦୫୯ | ୭୯୯୦୯୯୪୪୭୨ |
ଓଡିଶା | ଯାଯପୁର | ଅନ୍ତର୍ଯାମୀ ନାୟକ | ଗ୍ରାମ-ବିବି ସରାଇ, ଯଯାତି ନଗର,ୟୁନିଟ ୮,ପୋ/ଜିଲ୍ଲା- ଯାଯପୁର,୭୫୫୦୦୧ | ୭୩୦୪୫୨୮୭୭୯ |
ଓଡିଶା | ଜଗତସିଂହପୁର | ବିକାଶ କୁଶ୍ୱା | ୧ମ ତଳ, ପ୍ଲଟ ନଂ-୧୦୮୫, ପାଣିସଳିଆ,ସରକାରୀ ହୋମିଓପାଥି ହସ୍ପିଟାଲ୍ ସାମ୍ନା, ପୋ/ଜିଲ୍ଲା-ଜଗତସିଂହପୁର, ୭୫୪୧୦୩ | ୯୧୩୬୪୩୫୦୫୮ |
ରାଜ୍ୟ ସ୍ତରୀୟ ଜିଲା ସମନ୍ଵୟାକ

किसी भी प्रकार की अन्य जानकारी के लिए हमारे समर्पित कॉल सेंटर नंबर @ 1800 266 0700 अथवा ऊपर दिए गए राज्य स्तरीय जिला समन्वयक से संपर्क करें।